Friday, 12 May 2017

Message from Murlidhar C. Bhandare Governor, Odisha


Murlidhar C. Bhandare
Governor, Odisha



                                               ବାର୍ା (Barta)

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ନିୟମିତ ପ୍ରକାଶ ପାଇ ଆସୁଥିବା ଆଧ୍ୟାତ୍ମିକ ପତ୍ରିକା “ଚେତନା ପ୍ରବାହ’’ର ପରବର୍ୀ ସଂଖ୍ୟା ଜୁଲାଇ ୨ଠ୧୨ରେ ପ୍ରକାଶିତ ହେଉଥିବା ଜାଣି ମୁଁ ଆନନ୍ଦିତ ।
ସାଂପ୍ରତିକ ସମୟରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷତଃ ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଚିନ୍ତା ସହ ପରିଚିତ କରାଇବା ଦରକାର । ତାହା ହେଲେ ସେମାନେ ନୈତିକ ଚରିତ୍ର ସଂପନ୍ନ ନାଗରିକରେ ପରିଣତ ହେବେ ।
ମୁଁ ପତ୍ରିକାର ସଂପାଦନା ମଣ୍ଡଳୀକୁ ଶୁଭେଚ୍ଛା- ଜଣାଇବା ସହ ପତ୍ରିକାର ଉଜ୍ଜ୍ୱଳ ଭବଷ୍ୟତ କାମନା କରୁଛି ।


  • (ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ)

No comments: