
-ହେନ୍ରିକ୍ ଇଚ୍ ସେନ
କାହାରି ଶତ୍ରୁ ହୁଅ ନାହିଁ, ମାତ୍ର ଜଣକର ବନ୍ଧ, ଅଳ୍ପ କେତେକ ସହ ନିକଟ ପରିଚିତ । ବହୁତଙ୍କ ସହ ସାମାଜିକ ଓ ସମସ୍ତଙ୍କ ପ୍ରତି ସୌଜନ୍ୟଶୀଳ ହୁଅ ।
-ବେଞ୍ଜାମିନ ଫ୍ରାଙ୍କ୍ଲିନ୍
ଧର୍ମର ବାହ୍ୟ ଆ·ର ବି·ରର ଯଦି ତୁମେ କ୍ରୀତଦାସ ପାଲଟିଯାଅ ତେବେ ଧର୍ମ ତୁମ ପାଇଁ ହୋଇ ଉଠେ ଏକ ପ୍ରତିବନ୍ଧକ ଓ ଶୃଙ୍ଖଳ । କିନ୍ତୁ ତୁମେ ଯଦି ଧର୍ମର ଗୁଢ଼ ତ୍ୱଗୁଡ଼ିକୁ ଆବିଷ୍କାର ଓ ଅନୁଶୀଳନ କରିପାର ତେବେ ଏହିଠାରୁ ତୁମେ ଈଶ୍ୱରଙ୍କ ରାଜ୍ୟକୁ କୁଦାମାରି ଯାଇପାର ।
-ଶ୍ରୀମା
ଏ ବିଶ୍ୱକୁ ସଜାଡ଼ିବାକୁ ହେଲେ ଆମେ ରାଷ୍ଟ୍ରଗୁଡ଼ିକୁ ସଜାଡ଼ିବା ଆବଶ୍ୟକ । ପରିବାରଗୁଡ଼ିକ ଅସଜଡ଼ା ରାଷ୍ଟ୍ରକୁ ସଜଡ଼ା ଯାଇପାରିବ ନାହିଁ । ପରିବାରକୁ ସଜାଡ଼ିବାକୁ ହେଲେ ଆମେ ପ୍ରଥମେ ଆମର ବ୍ୟକ୍ତିଗତ ଜୀବନକୁ ସୁଧାର କରିବା ଲୋଡ଼ା । ଆମ ନିଜ ହୃଦୟ ଠିକଣା ମାର୍ଗରେ କାର୍ଯ୍ୟ କରିବା ଆବଶ୍ୟକ ।
-କନ୍ଫୁସିୟସ୍